Small Animal Care Tips

HOW TO TAKE CARE OF BUDGIE BIRDS AFTER LAYING EGGS ||ଅଣ୍ଡା ଦେବାପରେ ବଜି ପକ୍ଷୀଙ୍କର ଯତ୍ନ କିପରି ନେବେ?



In this video you can know how to take care of budgie birds after laying eggs.

ଏହି ଭିଡିଓରେ ଆପଣମାନେ ବଜି ପକ୍ଷୀ ଅଣ୍ଡା ଦେବାପରେ ସେମାନଙ୍କର କିପରି ଯତ୍ନ ନେବେ ସେ ବିଷୟରେ ଆପଣମାନେ ଜାଣିପାରିବେ. ଅଣ୍ଡା ଦେବାପରେ ସେମାନଙ୍କୁ disturb କରିବେନି. ଭଲ diet ଦେଲେ ସେମାନଙ୍କ chicks ମଧ୍ୟ healthy ହେବେ. ମୁଁ ଯେଉଁ ସବୁ tips କହିଛି ସେସବୁକୁ follow କଲେ bird egg ଦେଲାପରେ କିଛି problem ହେବନି.
#budgiebirds #budgiecare #budgerigar #pakhijagata

Original Source Link

Related Articles

Leave a Reply

Your email address will not be published. Required fields are marked *

Back to top button