Small Animal Care Tips
ଖରାଦିନେ ବଜି ଚଢ଼େଇଙ୍କର କିପରି ଯତ୍ନ ନେବେ || HOW TO TAKE CARE OF BUDGIE BIRDS IN SUMMER
IN THIS VIDEO YOU CAN KNOW HOW TO TAKE CARE OF BUDGIE BIRDS IN SUMMER .ଏହି ଭିଡ଼ିଓରେ ଆପଣମାନେ ଖରାଦିନେ budgie ପକ୍ଷୀମାନଙ୍କର କିପରି ଯତ୍ନ ନେବେ ସେ ବିଷୟରେ ଆପଣମାନେ ଜାଣିପାରିବେ.ପକ୍ଷୀମାନେ ରହୁଥିବା ଜାଗାର temperature maintain କରିକି ରଖିବେ. ତରଭୁଜ ଓ କାକୁଡ଼ି ରେ ପାଣିର ମାତ୍ରା ବେଶି ଅଛି ତେଣୁ ଖରାଦିନେ ଏହା budgie ପକ୍ଷୀଙ୍କୁ ଖାଇବାକୁ ଦେବେ. ଗରମ୍ ଖାଦ୍ୟ ଯେମିତିକି ସିଝା ଅଣ୍ଡା ଏବଂ ପାଳଙ୍ଗ ଶାଗ ଏହି ଦୁଇଟି ଖାଦ୍ୟ ବହୁତ୍ କମ୍ ମାତ୍ରା ରେ ଦେବେ. cage କୁ ସବୁବେଳେ ସଫା ରଖିବେ ଏଵଂ ସେମାନଙ୍କ ପାଣି pot ku ସବୁବେଳେ ସଫା ରଖିବେ ଓ ପାଣି କୁ change kariki fresh ପାଣି ଦେବେ. ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଖରାଦିନେ budgie ପକ୍ଷୀମାନେ healthy ରହିବେ.
#budgiebirds #budgiecare #budgerigarbirds #budgiesummercare #birdcaretips #birdcare #pakhijagata
Original Source Link