Small Animal Care Tips
RAINY SEASON CARE TIPS FOR BUDGIE BIRDS | HOW TO TAKE CARE OF BUDGIE BIRDS IN RAINY SEASON?
IN THIS VIDEO YOU CAN KNOW HOW TO TAKE CARE OF BUDGIE BIRDS IN RAINY SEASON.IF YOU WILL FOLLOW ALL THESE TIPS THEY WILL STAY HEALTHY AND ACTIVE IN RAINY SEASON.
ଏହି ଭିଡିଓରେ ଆପଣମାନେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବେ ଯାହାଦ୍ଵାରା ବର୍ଷା ଋତୁରେ ବଜି ପକ୍ଷୀ ମାନେ ସୁସ୍ଥ ରହିବେ ଏବଂ ଆକ୍ଟିଭ୍ ରହିବେ ସେ ବିଷୟରେ ଜାଣିପାରିବେ. ଭିଡିଓରେ ମୁଁ କହିଥିବା ୫ଟି ଟିପ୍ସ୍ ପ୍ରତି ଆପଣମାନେ ଧ୍ୟାନ ଦେଲେ ଆପଣମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗରୁ ପ୍ରୋଟେକ୍ଟ୍ କରିପାରିବେ ଯାହାଦ୍ଵାରା birds ମାନେ healthy ରହିବେ.
#budgiefood #budgiecare #birdcaretips #budgerigarbirds #pakhijagata
Original Source Link