Small Animal Care Tips
IMPORTANT TIPS ABOUT BUDGIE BREEDING FOR BEGINNERS || ଘରକୁ ବଜିପକ୍ଷୀ ଆଣିବାପରେ କେତେଦିନପରେ ଛୁଆ ଦିଅନ୍ତି?
In this video you can know some important tips about budgie birds breeding.
ଏହି ଭିଡିଓରେ ଘରକୁ ବଜି ପକ୍ଷୀ ଆଣିବାପରେ ସେମାନେ କେତେଦିନ ପରେ breed କରନ୍ତି ଏବଂ ସେମାନେ ଶୀଘ୍ର breed କରିବା ପାଈଁ କେଉଁସବୁ ବିଷୟ ପ୍ରତି ଆପଣମାନେ ଧ୍ୟାନ ଦେବେ ଓ କେଉଁସବୁ ଭୁଲ୍ ଗୁଡ଼ିକୁ avoid କରିବେ ଏସବୁ ବିଷୟରେ ଜାଣିପାରିବେ. ଯେଉଁମାନେ first time ବଜି ପକ୍ଷୀ ରଖିଛନ୍ତି ଏହି ଭିଡିଓ ଦେଖିବାପରେ ବଜି bird କେବେ breed କରିବ କଣ ଏସବୁକୁ ନେଇ ସେମାନଙ୍କର ଯାହା ବି confusion ଥିବ ସେ ସବୁ clear ହେଇଯିବ.
#budgiebird #budgiebreeding #budgiebreedingtips #budgiecare #pakhijagata
Original Source Link